ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Berhampur


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1957
ଅଧ୍ୟକ୍ଷ
ଡ. ରାଜତ କୁମାର ପାଣିଗ୍ରାହୀ

ଆଇଟିଆଇ, ବ୍ରହ୍ମପୁର

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ଗଞ୍ଜାମ

ରାଜ୍ୟର ସର୍ବବୃହତ ଆଇଟିଆଇ ପ୍ରତିଷ୍ଠାନ ଓ ନିଯୁକ୍ତି କ୍ଷେତ୍ରରେ ସର୍ବଶ୍ରେଷ୍ଠ ରେକର୍ଡ ପାଇଁ ଏହି ପ୍ରତିଷ୍ଠାନକୁ ଭାରତ ସରକାରଙ୍କ ଦ୍ବାରା ପୁରସ୍କୃତ କରାଯାଇଛି। ଏନସିଭିଟି ସହିତ ଏହାର ତାଲିମ ପାଠ୍ୟକ୍ରମ ଗୁଡିକ ଅନୁବନ୍ଧିତ। ଉନ୍ନତମାନର ତାଲିମ ପ୍ରଦାନ ଓ ଶତପ୍ରତିଶତ ନିଯୁକ୍ତି ହେଉଛି ଏହି ପ୍ରତିଷ୍ଠାନର ସଫଳତା।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9438293909/0680-2291743
ଇମେଲ୍
[email protected]
ଠିକଣା
ଇଂଞ୍ଜିନିୟରିଙ୍ଗ ସ୍କୁଲ ରୋଡ, ବ୍ରହ୍ମପୁର, ଜିଲ୍ଲା-ଗଞାମ, ପିନ୍-୭୬୦୦୧୦
ୱେବସାଇଟ
http://www.itiberhampur.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ସିଓଇ ବିବିବିଟି (ଅଟୋମୋବାଇଲ) 24 ମାସରେ 5040 ଘଣ୍ଟା 126 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 336 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 104 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 336 ମାଟ୍ରିକ
ଫାଉଣ୍ଡ୍ରୀମ୍ୟାନ ପ୍ରଯୁକ୍ତି ବିଦ୍ୟା (ଛାଞ୍ଚ ମିସ୍ତ୍ରୀ) 12 ମାସରେ 2520 ଘଣ୍ଟା 21 ମାଟ୍ରିକ
ଉପକରଣ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 48 ମାଟ୍ରିକ
ମେରାଇନ ଇଞ୍ଜିନ ଫିଟର 12 ମାସରେ 2520 ଘଣ୍ଟା 21 ମାଟ୍ରିକ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ମେକାନିକ ଡିଜେଲ 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ମେକାନିକ୍ସ ମେକଟ୍ରୋନିକ୍ସ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ଚିତ୍ରକର (ସାଧାରଣ) 24 ମାସରେ 5040 ଘଣ୍ଟା 42 ଅଣ ମାଟ୍ରିକ
ଚିତ୍ରକର (ଔଦ୍ୟଗିକ) 12 ମାସରେ 2520 ଘଣ୍ଟା 26 ମାଟ୍ରିକ
ପାଣି ପାଇପ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 52 ମାଟ୍ରିକ
ସିଲେଇ ପ୍ରଯୁକ୍ତି ବିଦ୍ୟା 12 ମାସରେ 2520 ଘଣ୍ଟା 42 ମାଟ୍ରିକ
ସାଙ୍କେତିକ ଲେଖକ ଓ ସଚିବସ୍ତରୀୟ ସହାୟକ(ଇଂରାଜୀ) 12 ମାସରେ 2520 ଘଣ୍ଟା 26 ମାଟ୍ରିକ
ସର୍ବେକ୍ଷକ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ଟ୍ରାକ୍ଟର ମେକାନିକ 12 ମାସରେ 2520 ଘଣ୍ଟା 21 ଅଣ ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 48 ମାଟ୍ରିକ
ଜାହାଜ ନାବିକ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 126 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 42 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।